ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ଵିମ ତୁରନ୍ତ ମରାମତି ନେଇ ମିସକେସ | ଆମିକଶକ୍ୟୁରୀଙ୍କ ରିପୋର୍ଟ ଆଧାରରେ ହାଇକୋର୍ଟରେ ମିସକେସ | ନାଟମଣ୍ଡପ ଵିମ ବିପଦସଂକୁଳ ଅବସ୍ଥାରେ ଥିବା ରିପୋର୍ଟ କରିଥିଲେ | ତୁରନ୍ତ ମରାମତି ନହେଲେ ଦୁର୍ଘଟଣା ଆଶଙ୍କା କରିଥିଲେ ଆମିକଶକ୍ୟୁରୀ | ତୁରନ୍ତ ମରାମତି କରିବା ନେଇ ଏଏସଆଇଙ୍କୁ ନିର୍ଦେଶ ପାଇଁ ଆବେଦନ | ମରାମତି ଅଗ୍ରଗତି ନେଇ ପ୍ରତିମାସରେ ସତ୍ୟପାଠ ନିର୍ଦେଶ ଆବେଦନ |