20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଆସନ୍ତୁ ଜାଣିବା ଏହି ସବୁ ଦେଶ ବିଷୟରେ କିଛି ଅକୁହା କଥା...

ଆସନ୍ତୁ ଜାଣିବା ଏହି ସବୁ ଦେଶ ବିଷୟରେ କିଛି ଅକୁହା କଥା…

ନୂଆଦିଲ୍ଲୀ: ଶାନ୍ତିରେ ରହିବାକୁ କାହାକୁ ଭଲ ନଲାଗେ। ଶାନ୍ତିପୂର୍ଣ୍ଣ ଦେଶରେ ରହୁଥିଲେ ତ ଆହୁରି ଆନନ୍ଦ। ସହରରେ ଅପରାଧ ନଥିବ। ଉନ୍ନତ ଯୋଗାଯୋଗ ଏବଂ ପରମ୍ପରୀରେ କୁ ଆଧାରକରି ଲୋକେ ରହୁଥିବା ସେମିତି ରିଛି ସହର ରହିଛି। ଯାହାକୁ କୁହାଯାଏ peaceful countries ବା ଶାନ୍ତିପ୍ରିୟ ଦେଶ, ଆସନ୍ତୁ ସେମିତି ୫ଟି ଦେଶ ବିଷୟରେ ଜାଣିବା।

-ପ୍ରଥମରେ ରହିଛି ଆଇସଲାଣ୍ଡ,  ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ଅନୁଯାୟୀ ଆଇସଲାଣ୍ଡ ହେଉଛି ଦୁନିଆର ସୁବୁଠୁ ଶିନ୍ତିପୂର୍ଣ୍ଣ ଦେଶ।

-ଏହା ପଛକୁ ରହିଛି, ନ୍ୟୁଜଲାଣ୍ଡ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ନ୍ୟୁଜଲାଣ୍ଡରେ ମଧ୍ୟ ଶାନ୍ତିପ୍ରିୟ ପରିବେଶ ଦେଖିବାକୁ ମିଳେ।

ତୃତୀୟରେ ରହିଛି ଡେନ୍‌ମାର୍କ, ସହଜ ଯୋଗାଯୋଗ, ଉନ୍ନତ ମାନର ସାମାଜିକ ସ୍ବାଧୀନତା ମିଳୁଥିବାରୁ ଡେନ୍‌ମାର୍କ ଶାନ୍ତିପୂର୍ଣ୍ଣ ଦେଶ ମାନଙ୍କ ଭିତରୁ ଅନ୍ୟତମ।

-ଅଷ୍ଟ୍ରିଆ- ପ୍ରାକୃତିକ ସୌନ୍ଦର୍ଯ୍ୟ, ଉନ୍ନତ ପରମ୍ପରା ଆଧାରରେ ଚଳୁଥିବା ଅଷ୍ଟ୍ରିଆରେ ମଧ୍ୟ ଲୋକେ ଶାନ୍ତିରେ ବସବାସ କରନ୍ତି। peaceful countriesରେ ଅଷ୍ଟ୍ରିଆ ବି ସାମିଲ୍‌।

ଫିନ୍‌ଲାଣ୍ଡ,ଯାହାକୁ କୁହାଯାଏ Land of a thousand lakes, । ଅନେକ ଲୋକ ଜୀବନରେ ଥରେ ଫିନ୍‌ଲାଣ୍ଡ  ଯିବାର ସ୍ବପ୍ନ ଦେଖିଥାଆନ୍ତି। ଯଦି ଆପଣ ବି ସେମିତି କିଛି ଚିନ୍ତା କରିଛନ୍ତି ତେବେ ନିହାତି ଯାଆନ୍ତୁ କାରଣ peaceful countries ମଧ୍ୟରେ ସାମିଲ୍‌ ରହିଛି ଫିନଲାଣ୍ଡ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking