ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ବିକାଶ ପ୍ରସ୍ତାବକୁ ରାଜ୍ୟ କ୍ୟବିନେଟର ମଞ୍ଚୁରୀ । ପୁରୁଣା ଭୁବନେଶ୍ୱରର ବିଭିନ୍ନ ପ୍ରାଚୀନ ସ୍ମାରକୀ ପୁନଃରୁଦ୍ଧାର ହେବ । ୧୮ ମାସରେ କାମ ସରିବ ,ଖର୍ଚ୍ଚ ହେବ ୧୫୬ କୋଟି ୨୧ ଲକ୍ଷ ।
ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢଉ