28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଭାରତ ବିଶ୍ୱରେ ପଞ୍ଚମ ବୃହତ ଅର୍ଥନୀତି: ଜି.କିଶନ ରେଡ୍ଡୀ

ଭାରତ ବିଶ୍ୱରେ ପଞ୍ଚମ ବୃହତ ଅର୍ଥନୀତି: ଜି.କିଶନ ରେଡ୍ଡୀ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ୯ମ ବର୍ଷ ପୂର୍ତ୍ତି ଅବସରରେ ବିଜେପିର ପ୍ରେସମିଟ୍ । ପୂର୍ବରୂ ୟୁପିଏ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀଙ୍କ ସାମାଲୋଚନା । ୟୁପିଏ ବେଳେ ଦୂର୍ନିତି ମୁଖ୍ୟ ଖବର ହୋଇଥିଲା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ମନମୋହନ ସିଂ ପିଏମ ଥିବାବେଳେ ରିମୋର୍ଟ କଣ୍ଟ୍ରୋଲ ସରକାର ଥିଲା । ଦୁର୍ନୀତି ମୁକ୍ତ ଓ ଦକ୍ଷ ନେତୃିତବ ମୁଦ୍ଧା ନେଇ ବିଜେପି ସରକାରଙ୍କୁ ଆସିଥିଲା । ୯ବର୍ଷରେ ମୋଦି ସରକାର ସେହି ପ୍ରତିଶ୍ରୃତି ପାଳନ କରୁଛି । ୯ବର୍ଷରେ ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହୋଇଛି । ୨୦୪୭ରେ ଶକ୍ତିଶାଳୀ ଭାରତ ଓ ବିକାଶଶୀଳ ଭାରତ ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking