ନୟାଗଡ: ୬ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ । ରଣପୁର ମୟୂରଝାଲିଆ ବେଆଇନ୍ ଖଣି ମାମଲାରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ୨ ଆରଆଇ, ୨ ସେକ୍ସନ ଅଫିସର, ଜଣେ ସୁପରଭାଇଜର ଓ ଜଣେ କନିଷ୍ଠ ରାଜସ୍ୱ ସହାୟକ ମଧ୍ୟ ନିଲମ୍ବିତ ହୋଇଥିବା ସୂଚନା । ମାତ୍ରାଧିକ ଖଣି ଉତ୍ତୋଳନ ନେଇ ଏନଜିଟିରେ ମାମଲା ହୋଇଥିଲା । ୨ ଲିଜଧାରୀ ଓ ୯ ସରକାରୀ ଅଧିକାରୀଙ୍କ ନାଁରେ ମାମଲା ହୋଇଥିବା ସୂଚନା ।
ଅନ୍ଧବିଶ୍ୱାସ ନା ଅନ୍ଯ କାରଣ? ବିଲେଇ ରାସ୍ତା କାଟିଲେ ବିଗିଡ଼ିଯାଏ ସବୁ କାମ!