କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ନୋଟିସ୍ କଲେ ହାଇକୋର୍ଟ । ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ୍ କରାଯାଇଛି । ମୁଖ୍ର ଶାସନ ସଚିବ ଓ ଆଇନ୍ ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍ । କମିଶନ ରିପୋର୍ଟ ସାର୍ବଜନୀନ କରିବା ଆବେଦନ ଉପରେ ନୋଟିସ୍ କରାଯାଇଛି । ଜୁଲାଇ ୧୦ରେ ମାମଲାର ପରବର୍ତ୍ତି ଶୁଣାଣୀ କରାଯିବ ।