37.1 C
Bhubaneswar
Friday, May 17, 2024
Homeଓଡିଶାଟ୍ରକ ଧକ୍କାରେ ବାପା, ପୁଅ ମୃତ

ଟ୍ରକ ଧକ୍କାରେ ବାପା, ପୁଅ ମୃତ

ତାଳଚେର: ଟ୍ରକ ଚାପାରେ ବାପା, ପୁଅ ମୃତ ହୋଇଥିବା ବେଳେ ଭଣଜା ଗୁରୁତର ହୋଇଛନ୍ତି । ବାଙ୍କଧରା ଛକ ନିକଟରେ ବାଇକକୁ ଧକ୍କା ଦେଲା କୋଇଲା ଟ୍ରକ । ମୃତାହତ ସୁନାଖଣି ଅଂଚଳର ବାସିନ୍ଦା ବୋଲି ଜଣାପଡିଛି । ଗୁରୁତର ହୋଇଥିବା ଭଣଜାକୁ ମେଡିକାଲରେ ସ୍ଥାନାନ୍ତି କରାଯାଇଛି ।

ଆଜି ସଂନ୍ଧ୍ୟାରେ ସମ୍ବଲପୁରରେ ମିଳିବ ଇଣ୍ଟରନେଟ୍ ସେବା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking