ଆଜି ସଂନ୍ଧ୍ୟାରେ ସମ୍ବଲପୁରରେ ମିଳିବ ଇଣ୍ଟରନେଟ୍ ସେବା

ସମ୍ବଲପୁର: ସମ୍ବଲପୁରକୁ ଫେରୁଛି ଶାନ୍ତି । ସମ୍ବଲପୁରରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ। ସେ କହିଛନ୍ତି, ସନ୍ଧ୍ୟା ୬ଟାରେ ମୋବାଇଲରେ ଇଣ୍ଟରନେଟ୍ ଆସିବ। ୯ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହେବ ବୋଲି ଜଣାଯାଇଛି । ତେବେ ଏହାପୂର୍ବରୁ ବ୍ରଡବ୍ୟାଣ୍ଡ ଏବଂ ଲିଜଲାଇନ ସେବା ଉପଲବ୍ଧ କରାଯାଇଥିଲା । ଗତ ୧୩ ତାରିଖରୁ ଇଣ୍ଟନେଟ୍ ସେବା ବନ୍ଦ ଥିଲା। ସୂଚନାଯୋଗ୍ୟ, … Continue reading ଆଜି ସଂନ୍ଧ୍ୟାରେ ସମ୍ବଲପୁରରେ ମିଳିବ ଇଣ୍ଟରନେଟ୍ ସେବା