ମୁମ୍ବାଇ: ମହିଳା ଆଇପିଏଲ ପାଇଁ ୫ ଟିମ ମଧ୍ୟରେ ୪୪୮ ଖେଳାଳିଙ୍କୁ ନେଇ ପ୍ରଥମଥର ପାଇଁ ନିଲାମୀ ପ୍ରକ୍ରିୟା ସରିଛି । ମୁମ୍ବାଇର ଜିୟୋ ୱାର୍ଲଡ ସେଣ୍ଟରରେ ଏହି ନିଲାମୀ ଚାଲିଥିଲା । ୫ ଟିମ୍ ମଧ୍ୟରେ ମୁମ୍ବାଇ, ଲକ୍ଷ୍ନୌ, ବେଙ୍ଗାଲୁରୁ, ୟୁପି ଏବଂ ଦିଲ୍ଲୀ ଟିମ୍ ସାମିଲ ରହିଛି । ୪ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୫୦ ଲକ୍ଷର ବେସ ପ୍ରାଇସ ଥିବା ସ୍ଲଟରେ ୨୪ ଏବଂ ୪୦ ଲକ୍ଷର ସ୍ଲଟରେ ୩୦ ଖେଳାଳି ସାମିଲ ରହିଛନ୍ତି । ଭାରତୀୟ ମହିଳା ଦଳର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧନାଙ୍କୁ ବେଙ୍ଗାଲୁରୁ ୩.୪ କୋଟି ଟଙ୍କାରେ କିଣିଛି । ବର୍ତ୍ତମାନ ସୁଦ୍ଧା ସେ ସବୁଠୁ ଦାମୀ ବ୍ୟାଟର ଭାବେ ଜଣାଯାଇଛନ୍ତି । ସେହିପରି ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌରଙ୍କୁ ୧.୮ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି । ଅଷ୍ଟ୍ରେଲିଆର ଏଲିସେ ପେରିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧.୭ କୋଟି ଟଙ୍କାରେ କିଣିଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ୫ଟି ସେଟ୍ର ନିଲାମୀ ଶେଷ ହୋଇଛି । ସମସ୍ତ ପାଞ୍ଚଟି ଫ୍ରାଞ୍ଚାଇଜ୍ ନିଜ ଦଳରେ ଖେଳାଳିଙ୍କ ସଠିକ୍ ବାଛିବାରେ ସେଟ୍ ସଫଳ ହୋଇଛନ୍ତି । ନିଲାମ ସମାରୋହ ସର୍ବୋତ୍ତମ ସମ୍ଭାବ୍ୟ ନୋଟ ସହିତ ଆରମ୍ଭ ହୋଇଥିଲା ।
କେଉଁ ଖେଳାଳିଙ୍କୁ କେତେରେ କିଣିଲା କେଉଁ ଟିମ୍? ଜାଣନ୍ତୁ….
ଦିଲ୍ଲୀ ରାଜଧାନୀ: ଜେମିମା ରୋଡ୍ରିଗୁସ୍ (୨.୨ କୋଟି), ମେଗ ଲାନିଙ୍ଗ (୧.୧ କୋଟି), ଶଫାଲୀ ବର୍ମା (୨ କୋଟି), ରାଧା ଯାଦବ (୪୦ ଲକ୍ଷ), ଶିଖା ପାଣ୍ଡେ (୬୦ ଲକ୍ଷ), ମାରିଜାନେ କାପ (୧.୫ କୋଟି), ଟାଇଟାସ ସାଧୁ (୨୫ ଲକ୍ଷ), ଆଲିସ କ୍ୟାପସି (୭୫ ଲକ୍ଷ), ତର ନୋରିସ (୧୦ ଲକ୍ଷ), ଲଉରା ହାରିସ (୪୫ ଲକ୍ଷ), ଜାସିଆ ଅଖତର (୨୦ ଲକ୍ଷ), ମିନୁ ମଣି (୩୦ ଲକ୍ଷ), ତାନିଆ ଭାଟିଆ (୩୦ ଲକ୍ଷ), ପୁଣମ୍ ଯାଦବ (୩୦ ଲକ୍ଷ), ଜେସ୍ ଜୋନାସେନ୍ (୫୦ ଲକ୍ଷ), ସ୍ନେହା ଦୀପ୍ତି (୩୦ ଲକ୍ଷ), ଅରୁନ୍ଧତୀ ରେଡ୍ଡୀ (୩୦ ଲକ୍ଷ), ଅପର୍ନା ମୋଣ୍ଡାଲ (୧୦ ଲକ୍ଷ) ।
ମୁମ୍ବାଇ ଇଣ୍ଡିଆନ୍ସ: ହରମାନପ୍ରୀତ କୌର (୧.୮ କୋଟି), ନାଟ୍ ସ୍କିଭର (୩.୨ କୋଟି), ଆମେଲିଆ କେରେ (୧ କୋଟି), ପୂଜା ଭାଷ୍ଟ୍ରକର (୧.୯ କୋଟି), ୟସ୍ତିକା ଭାଟିଆ (୧.୫ କୋଟି), ହେଥର ଗ୍ରାହାମ୍ (୩୦ ଲକ୍ଷ), ଇସାବେଲେ ୱଙ୍ଗ (୩୦ ଲକ୍ଷ), ଅମରଜୋଟ କୌର (୫୦ ଲକ୍ଷ), ଧାରା ଗୁଜୁର (୧୦ ଲକ୍ଷ), ସାଇକା ଇଶାକ୍ (୧୦ ଲକ୍ଷ), ହେଲି ମାଥ୍ୟୁସ୍ (୪୦ ଲକ୍ଷ) କ୍ଲୋ ଟ୍ରାଏନ୍ (୩୦ ଲକ୍ଷ), ହୁମାଇରା କାଜୀ (୧୦ ଲକ୍ଷ), ପ୍ରିୟଙ୍କା ବାଲା (୨୦ ଲକ୍ଷ), ସୋନମ ଯାଦବ (୧୦ ଲକ୍ଷ), ଜିତମାନି କାଲିଟା (୧୦ ଲକ୍ଷ), ନୀଲମ ବିସ୍ତ୍ (୧୦ ଲକ୍ଷ) ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ସ୍ମୃତି ମନ୍ଧନା (୩.୪ କୋଟି), ସୋଫି ଡିଭାଇନ୍ (୫୦ ଲକ୍ଷ), ଏଲିସେ ପେରି (୧.୭ କୋଟି), ରେଣୁକା ସିଂ ଠାକୁର (୧.୫ କୋଟି), ରିଚା ଘୋଷ (୧.୯ କୋଟି), ଏରିନ୍ ବର୍ନସ୍ (୩୦ ଲକ୍ଷ), ଦିଶା କାସତ୍ (୧୦ ଲକ୍ଷ), ଇନ୍ଦ୍ରାଣୀ ରୟ (୧୦ ଲକ୍ଷ), ଶ୍ରେୟଙ୍କା ପାଟିଲ (୧୦ ଲକ୍ଷ), କନିକା ଅହୁଜା (୩୫ ଲକ୍ଷ), ଆଶା ଶୋବାନା (୧୦ ଲକ୍ଷ), ହେଥର ନାଇଟ୍ (୪୦ ଲକ୍ଷ), ଡେନ୍ ଭାନ୍ ନିଏକର୍କ (୩୦ ଲକ୍ଷ), ପ୍ରୀତି ବୋଷ (୩୦ ଲକ୍ଷ), ପୁଣମ୍ ଖେମନାର (୧୦ ଲକ୍ଷ), କୋମଲ ଜାନଜାଡ (୨୫), ମେଗାନ୍ ଶଟ୍ (୪୦ ଲକ୍ଷ), ସାହାନା ପାୱାର (୧୦ ଲକ୍ଷ) ।
ୟୁପି ୱାରିଅର୍: ସୋଫି ଏକ୍ଲେଷ୍ଟୋନ (୧.୮ କୋଟି), ଦୀପ୍ତି ଶର୍ମା (୨.୬ କୋଟି), ତାହଲିଆ ମ୍ୟାକଗ୍ରାଥ (୧.୪ କୋଟି), ଶବ୍ନିମ ଇସମାଇଲ (୧ କୋଟି), ଆଲିସା ହେଲି (୭୦ ଲକ୍ଷ), ଅଞ୍ଜଳି ସର୍ଭାନି (୫୫ ଲକ୍ଷ), ରାଜେଶ୍ୱରୀ ଗାୟକୱାଡ (୪୦ ଲକ୍ଷ), ପାର୍ଶା ଚୋପ୍ରା (୧୦ ଲକ୍ଷ), ଶ୍ୱେତା ସେହରୱାଟ (୪୦ ଲକ୍ଷ), ଏସ ଯଶଶ୍ରୀ (୧୦ ଲକ୍ଷ), କିରଣ ନାଭଗିର(୩୦ଲକ୍ଷ), ଗ୍ରେସ୍ ହାରିସ୍(୭୫ ଲକ୍ଷ), ଦେବିକା ବୈଦ୍ୟ(୧.୪କୋଟି), ଲୌଇରେନ୍ ବେଲ୍(୩୦ଲକ୍ଷ), ଲକ୍ଷ୍ମୀ ୟାଦବ୍(୧୦ଲକ୍ଷ),ସିମ୍ରନ୍ ସୈଖି(୧୦ଲକ୍ଷ) ।
ଗୁଜୁରାଟ ଜଏଣ୍ଟସ୍: ଆଶ୍ଲେ ଗାର୍ଡନର୍ (୩.୨ କୋଟି), ବେଥ୍ ମୋନୀ(୨ କୋଟି), ସୋଫି ଡଙ୍କଲି (୬୦ ଲକ୍ଷ), ଆନ୍ନା ସଟରଲ୍ୟାଣ୍ଡ (୭୦ ଲକ୍ଷ), ହାର୍ଲେନ୍ ଦେଓଲ୍ (୪୦ ଲକ୍ଷ), ଦେନ୍ଦ୍ରା ଡୋଟିନ୍ (୬୦ ଲକ୍ଷ), ସ୍ନେହ ରାଣା (୭୫ ଲକ୍ଷ), ସାବିନେନି ମେଘନା (୩୦ ଲକ୍ଷ), ଜର୍ଜିଆ ୱାରେହମ୍ (୭୫ ଲକ୍ଷ), ମାନସୀ ଯୋଶୀ (୩୦ ଲକ୍ଷ), ଦିନଲାନ୍ ହେମାଲାଥା (୩୦ ଲକ୍ଷ), ମୋନିକା ପଟେଲ (୩୦ ଲକ୍ଷ), ତନୁଜା କାନୱେର (୫୦ ଲକ୍ଷ), ସୁଷମା ଭର୍ମା (୬୦ ଲକ୍ଷ), ହର୍ଲି ଗାଲା (୧୦ ଲକ୍ଷ), ପାରନିକା ସିସୋଡିଆ (୧୦ ଲକ୍ଷ), ଅଶ୍ୱନୀ କୁମାରୀ (୩୫ ଲକ୍ଷ), ଶବମାନ ଶାକିଲ (୧୦ ଲକ୍ଷ) ।