24.5 C
Bhubaneswar
Thursday, January 16, 2025
Homeଓଡିଶାଚିଟଫଣ୍ଡ ଠକେଇ ମାମଲାରେ ଜଗଦୀଶ ମିଶ୍ରଙ୍କୁ ୫ ବର୍ଷ ଜେଲ୍‌

ଚିଟଫଣ୍ଡ ଠକେଇ ମାମଲାରେ ଜଗଦୀଶ ମିଶ୍ରଙ୍କୁ ୫ ବର୍ଷ ଜେଲ୍‌

ବାଲେଶ୍ୱର: ଚିଟ୍‌ଫଣ୍ଡ ଠକେଇ ମାମଲାରେ ଜେଲ୍ ଦଣ୍ଡାଦେଶ । ରାଜ୍ ଗଡସନ୍ କମ୍ପାନୀ ଏମଡି ଜଗଦୀଶ ମିଶ୍ରଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କା ଗରିମାନା ଦେବାକୁ ଦଣ୍ଡାଦେଶ । ଜେଲ୍‌, ଜରିମାନା ଦଣ୍ଡାଦେଶ କଲେ ବାଲେଶ୍ୱର ଓପିଆଇଡି କୋର୍ଟ । ୨୦୧୬ରେ କମ୍ପାନୀ ନାଁ ରେ ୩୮.୨୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ରହିଥିବା ସୂଚନା ।

ଜଣେ ବାଳକ ବୟସ୍କା ମହିଳାଙ୍କୁ ହତ୍ୟା ପରେ ତାଙ୍କ ଶବକୁ ବଳାତ୍କାର କଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking