20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶମନୀଷ ସିସୋଦିଆଙ୍କ ଅଫିସରେ ସିବିଆଇ ରେଡ ସତ ନା ମିଛ? ମନା କରୁଛି ଏଜେନ୍ସି

ମନୀଷ ସିସୋଦିଆଙ୍କ ଅଫିସରେ ସିବିଆଇ ରେଡ ସତ ନା ମିଛ? ମନା କରୁଛି ଏଜେନ୍ସି

ନୁଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ରେଡ୍ କରୁଛି ସିବିଆଇ। ନିଜେ ସିସୋଦିୟା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍ କରି ସିସୋଦିୟା ଲେଖିଛନ୍ତି, ‘ଆଜି ପୁଣି ସିବିଆଇ ମୋ କାର୍ଯ୍ୟାଳୟରେ ପହଞ୍ଚିଛି। ମୁଁ ତାଙ୍କୁ ସ୍ୱାଗତ କରୁଛି।’ ସେମାନେ ମୋ ଘରେ ରେଡ୍ କଲେ, କାର୍ଯ୍ୟାଳୟରେ ଛାପା ଚଢାଉ କରିଲେ, ଲକର ଯାଞ୍ଚ କଲେ ଏବଂ ମୋର ଗାଁ ପର୍ଯ୍ୟନ୍ତ ମଧ୍ୟ ସେମାନେ ଯାଇ ଛାନ୍‌ବିନ୍ କଲେ। କିନ୍ତୁ ମୋ ବିରୁଦ୍ଧରେ ସେମାନଙ୍କୁ କୌଣସି ପ୍ରମାଣ ମିଳିନାହିଁ। କାରଣ ମୁଁ କିଛି ଭୁଲ୍ ହିଁ କରିନାହିଁ। ସଚ୍ଚୋଟତାର ସହିତ ଦିଲ୍ଲୀର ପିଲାଙ୍କୁ ଶିକ୍ଷା ଯୋଗାଇଛୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking