16.1 C
Bhubaneswar
Thursday, January 9, 2025
Homeଅପରାଧ୮ ଲକ୍ଷ ଲୁଟିନେଲେ ସାଇବର ଲୁଟେରା; ଅବସରପ୍ରାପ୍ତ କର୍ମଚାରୀ ହେଲେ ଶିକାର

୮ ଲକ୍ଷ ଲୁଟିନେଲେ ସାଇବର ଲୁଟେରା; ଅବସରପ୍ରାପ୍ତ କର୍ମଚାରୀ ହେଲେ ଶିକାର

କେନ୍ଦ୍ରାପଡା: ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚୂନ ଲଗାଇ ଦେଲେ ସାଇବର ଠକ । ଆକାଉଣ୍ଟରୁ ପୋଛିନେଲେ ଏକାଥରେ ୮ ଲକ୍ଷ ଟଙ୍କା । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଥିବା ୨ଟି ଫିକ୍ସଡ ଡିପୋଜିଟରୁ ୮ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।

ପାଟକୁରା ଥାନା ନୂଆ ଶାସନ ଗାଁର ପ୍ରହଲ୍ଲାଦ ଦାସ ଏଭଳି ଏକ ଠକାମୀର ଶିକାର ହୋଇଛନ୍ତି । ଏହାପରେ ପ୍ରହଲ୍ଲାଦ ପାଟକୁରା ଥାନାରେ ଅଭିଯୋଗ ଆଣିଛନ୍ତି । ୨ ଲକ୍ଷ ପୂର୍ବରୁ ଲୋନ ଆପରୁ କଲ୍ ଆସିଥିବା ବେଳେ ସେ ଓଟିପି ଦେଇ ନଥିଲେ । କାଲି ଫିକ୍ସଡ ଡିପୋଜିଟରୁ ସୁଧ ନ ଆସିବାରୁ ବ୍ୟାଙ୍କ ଆସି ଚେକ୍ କରିଥିଲେ । ଲୋନ୍ ଆପରେ ଟଙ୍କ ଉଠାଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking