34.1 C
Bhubaneswar
Thursday, April 25, 2024
Homeଓଡିଶାବର୍ଷା-ଅନୁଭବ ବିବାଦ: କୋର୍ଟରେ ସମ୍ପୂର୍ଣ୍ଣ ହେଲାନି ଅଭିନେତ୍ରୀଙ୍କ ସାକ୍ଷ୍ୟଗ୍ରହଣ

ବର୍ଷା-ଅନୁଭବ ବିବାଦ: କୋର୍ଟରେ ସମ୍ପୂର୍ଣ୍ଣ ହେଲାନି ଅଭିନେତ୍ରୀଙ୍କ ସାକ୍ଷ୍ୟଗ୍ରହଣ

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବଢିବାରେ ଲାଗିଛି । ଫ୍ୟାମିଲି କୋର୍ଟରେ ଚାଲିଥିବା ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ଅସମ୍ପୂର୍ଣ୍ଣ ରହିଥିବା ଜାଣିବାକୁ ମିଳିଛି । ତେଣୁ ବର୍ଷାଙ୍କୁ ଆଉ ଦିନେ ଏଥିପାଇଁ କୋର୍ଟରେ ହାଜର ହେବାକୁ ପଡିବ ।

ସୂଚନା ଅନୁସାରେ, ବର୍ଷା ଅନୁଭବଙ୍କ ପାରିବାରିକ ବିବାଦକୁ ନେଇ ଉଭୟଙ୍କୁ ଫ୍ୟାମିଲି କୋର୍ଟରେ ସାକ୍ଷ୍ୟଗ୍ରହଣ ପାଇଁ ଡକା ଯାଇଥିଲା । ତେବେ ବର୍ଷା କୋର୍ଟରେ ହାଜର ହେବା ପରେ ଅନୁଭବଙ୍କ ଓକିଲ ତାଙ୍କ ସାକ୍ଷ୍ୟଗ୍ରହଣ କରିଥିଲେ । କିନ୍ତୁ ଏହା ଅସମ୍ପୂର୍ଣ୍ଣ ରହିତିବା ଏବେ ସୂଚନା ମିଳିଛି । ତେଣୁ ବର୍ଷାଙ୍କୁ ପୁଣିଥରେ କୋର୍ଟରେ ସାକ୍ଷ୍ୟଗ୍ରହଣ ପାଇଁ ହାଜର ହେବାକୁ ପଡିବ । ତେବେ ଏ ନେଇ ମାନ୍ୟବର କୋର୍ଟ ଆଉ ଥରେ ଦିନ ଧାର୍ଯ୍ୟ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking