23.1 C
Bhubaneswar
Wednesday, January 15, 2025
Homeଓଡିଶାଏଏସପି ପଦୋନ୍ନତି ଉପରେ ରହିତାଦେଶ ଦେଲେ ହାଇକୋର୍ଟ

ଏଏସପି ପଦୋନ୍ନତି ଉପରେ ରହିତାଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର :ଡିଏସପିର ଅତିରିକ୍ତ ଏସପିକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ । ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଦେଲେ ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ଯାଏଁ ଓପିଏସସି କିଛୀି କା ର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦ୍ଦେଶ । ପ୍ରମୋଟ ଡିଏସପିଙ୍କୁ ଏଏସପି ପଦୋନ୍ନତି ବିଜ୍ଞପ୍ତି ନେଇ ମାମଲା ହୋଇଥିଲା । ପ୍ରମୋଟ ଅଫିସରଙ୍କ ପଦୋନ୍ନତି ସମୟସୀମା ହ୍ରାସକୁ ଚ୍ୟାଲେଂଜ ହୋଇଥିଲା । ପ୍ରମୋଟିଙ୍କ କ୍ଷେତ୍ରରେ ୩ ବର୍ଷରୁ ୬ ମାସ ହ୍ରାସକୁ ଚ୍ୟାଲେଂଜ ହୋଇଥିଲା । ଓପିଏସସି ଦ୍ୱାରା ସିଧାସଳଖ ନିଯୁକ୍ତ ଡିଏସପି ବିଜ୍ଞପ୍ତିକୁ ଚାଲେଂଜ କରିଥିଲେ ।

ବ୍ରହ୍ମପୁର କଲେଜ ରାଗିଂ ଘଟଣା: ଜବତ ହେଲା ସମ୍ପୃକ୍ତ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking