31.1 C
Bhubaneswar
Wednesday, April 29, 2026
Homeଓଡିଶାରାସ୍ତା ତଳକୁ ଖସି ପଡିଲା ପିକନିକ ବସ

ରାସ୍ତା ତଳକୁ ଖସି ପଡିଲା ପିକନିକ ବସ

ଜଗତସିଂହପୁର : ଭାରସାମ୍ୟ ହରାଇ  ରାସ୍ତା ତଳକୁ  ଖସିଲା ବସ ।  ପିକନିକ ପାର୍ଟିଙ୍କୁ ଛାଡିବା ଫେରିବା ପରେ ଏଭଳଳି ଅଘଟଣ ଘଟିଛି ।   ଏଭଳି ଘଟଣା ଘଟିଛି  କଟକ ପାରାଦୀପ ରାସ୍ତାର  ସନ୍ତରା ନିକଟରେ । ପିକନିକ ବସଟି କୁଜଙ୍ଗ ମାଳହୁଙ୍କା ଯାଇଥିଲା ।  ସେଠାରେ ସମସ୍ତଙ୍କୁ ଓହ୍ଲାଇ ଦେଇ ବସଟି  ଆଜି ଭୋର ସମୟରେ ପାରାଦୀପ ଫେରୁଥିଲା ।  ହେଲେ ସନ୍ତରା ନିକଟରେ  ଭାରସାମ୍ୟ ହରାଇ ବସଟି ରାସ୍ତା ତଳକୁ ଖସି ପଡିଥିଲା । ତେବେ ଦୁର୍ଘଟଣାର କାରଣ ଜଣାପଡିନାହିଁ । କେହି ଆହତ ମଧ୍ୟ ହୋଇନାହାଁନ୍ତି । ଏଥିଯୋଗୁଁ ଟ୍ରାଫିକ ଚଳାଚଳରେ ବାଧା ସୃଷ୍ଟି ହୋଇଛି ।  ପୁଲିସ ପହଞ୍ଚି ସ୍ଥିତିକୁ  ସ୍ୱାଭାବିକ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking