26.1 C
Bhubaneswar
Monday, June 30, 2025
Homeଦେଶ ବିଦେଶ୯ଟି ଆସନରେ ନିର୍ବାଚନ ଲଢ଼ିବେ ଇମ୍ରାନ

୯ଟି ଆସନରେ ନିର୍ବାଚନ ଲଢ଼ିବେ ଇମ୍ରାନ

ଇସଲାମାବାଦ: ନ୍ୟାସନାଲ ଆସେମ୍ବ୍ଲିର ଖାଲିପଡିଥିବା ୯ଟି ଆସନରେ ପ୍ରତିଦ୍ୱଦ୍ୱିତା କରିବେ ବୋଲି ପିଟିଆଇ (ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ୍‌) ନେତା ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଘୋଷଣା କରିଛନ୍ତି । ଇମ୍ରାନ୍ ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହେବାର ଦୁଇଦିନ ପରେ ଅର୍ଥାତ ଚଳିତବର୍ଷ ଏପ୍ରିଲ ୧୧ରେ ପିଟିଆଇର ୧୨୩ ଜଣ ସାଂସଦ ସମୂହ ଇସ୍ତଫା ଦେଇଥିଲେ । ତେବେ ଜୁଲାଇ ୨୮ ସୁଦ୍ଧା ବାଚସ୍ପତି କେବଳ ୧୧ ଜଣ ସାଂସଦଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି । ଦୁଇଜଣ ସାଂସଦ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଥିବାବେଳେ ସେପ୍ଟେମ୍ବର ୨୫ରେ ଅବଶିଷ୍ଟ ୯ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking