କଟକ: କଟକ ମୁଣ୍ଡଳି ବ୍ରିଜ ରୁ ମହାନଦୀ କୁ ଡେଇଁଲେ ଯୁବତୀ । ଯୁବତୀଙ୍କୁ ଆହାତ ଅବସ୍ଥାରେ ଉଦ୍ଧାର କଲେ ମତ୍ସ୍ୟଜୀବୀ । ମୃତକ ଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଡେଇଁବାର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପୋଲିସ ର ତଦନ୍ତ ।

Onakhabar.com is the official website of Odisha News Agency. For news related queries please email us.
Contact us: onakhabara@gmail.com
© 2021 onakhabar.com. All rights reserved.