20.1 C
Bhubaneswar
Thursday, January 16, 2025
Homeଓଡିଶାଏଣିକି ୧୦୦% ସିଲାବସ୍‌ରେ ପାଠପଢ଼ା : ସମୀର ଦାଶ

ଏଣିକି ୧୦୦% ସିଲାବସ୍‌ରେ ପାଠପଢ଼ା : ସମୀର ଦାଶ

ଭୁବନେଶ୍ୱର : ନୂଆ ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା । ମେ’ ପହିଲାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବ । ନୂଆ ଶିକ୍ଷାବର୍ଷ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପକ୍ଷରୁ ମିଳିଛି ସୂଚନା ।

ନୂଆ ଶିକ୍ଷା ବର୍ଷରୁ ଶତ ପ୍ରତିଶତ କୋର୍ସରେ ପାଂପଢ଼ା ହେବ । ପୂର୍ବରୁ ସ୍ଥିତିକୁ ଦୃଷ୍ଟିରେ ରଖି ୩୦ ପ୍ରତିଶତ ସିଲାବସ୍ କଟା ଯାଇଥିଲା । ମହାମାରୀ ପ୍ରଭାବ ନଥିବାରୁ ପୂର୍ବଭଳି ପରୀକ୍ଷା କରିବାକୁ ସିବିଏସ୍‌ର ନିଷ୍ପତ୍ତି । ଆମେ ମଧ୍ୟ ଏନେଇ ଚିନ୍ତା କରୁଛଉ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି । ନବମ ଓ ଦଶମରେ ପ୍ରାକ୍ଟିକାଲ ପରୀକ୍ଷା କଥା ବି ଚିନ୍ତା କରାଯାଇଛି ।

ଦଶମ-ଦ୍ୱାଦଶରେ ହେବ ଏକକ ବୋର୍ଡ ପରୀକ୍ଷା….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking