ଯାଜପୁର( ଓଏନଏ) : ଯାଜପୁର ଜିଲ୍ଲା ଦୁର୍ଘଟଣା ପ୍ରବଣ ଜିଲ୍ଲା 3ଟି ଜାତୀୟ ରାଜ ପଥ ରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି l ଦୁର୍ଘଟଣା ର କାରଣ ବାହାର କରାଯାଉ ନାହିଁ l ଅନବିଜ୍ଞ ଡ୍ରାଇଭ ମା ନେ ଭାରି ଯାନ ଓ ଛୋଟ ଗାଡି ମା ନ ନିଶାକ୍ତ ହୋଇ ଚଳାଉଛନ୍ତି ଟ୍ରାଫିକ ନିୟମ କୁ ମାନୁ ନାହାନ୍ତି ଦୂତ ବେଗରେ ଗାଡି ଚଳାଇ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି ବାଇକ ଓ କାର ଛୋଟ ଯାନ ଗୁଡିକ ଭୁଲ ରାସ୍ତା (wrong ରାସ୍ତା ରେ ଯିବା ଫଳରେ ଦୁର୍ଘଟଣାମାନ ଘଟୁଛି l ପୋଲିସ ଓ ଆର ଟି ଓ ମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି l ଫଳରେ ଦୃଘଟଣାମାନ ଘଟୁଛି l ଅନେକ ସ୍ଥାନରେ ରାସ୍ତା ଖରାପ ଓ ତ୍ରୁଟି ପୁନ ବାଇ ପାସ ରାସ୍ତା ଓ ଗୋଳେଇ ଛକ ଯୋଗୁ ଦୁର୍ଘଟଣା ହାର ବୁଦ୍ଧି ପାଉଛି l ଏହାର ଦୃଷ୍ଟାନ୍ତ ଦେଖି ବାକୁ ମିଳିଛି ନୋ ଏଣ୍ଟ୍ରି କୁ ନ ମାନି ଆସେ ବୋଝେଇ ହାଇୱ l ଓଲଟି ପଡିବା କ୍ଷେତ୍ରରେ ଯାଜପୁର ଜିଲ୍ଲାର ବ୍ୟାସନଗର ଗୋଲେଇ ଛକରେ ଓଲଟିଲା ଆସ୍କ ବୋଝେଇ ହାଇୱା l ନୋ ଏଣ୍ଟ୍ରି ଥିଲେବି ହାଇ ସ୍ପିଡ଼ରେ ଯାଉଥିବାର ପରିଣତି l