29.1 C
Bhubaneswar
Tuesday, May 7, 2024
Homeଓଡିଶାନୀଳାଚଳ ଇସ୍ପାତ ନିଗମ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶନାମା 

ନୀଳାଚଳ ଇସ୍ପାତ ନିଗମ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶନାମା 

ଯାଜପୁର : ଯାଜପୁର ଜିଲ୍ଲାର ନୀଳାଚଳ ଇସ୍ପାତ ଦୀର୍ଘଦିନ ଧରି ଅଚଳ କରିବା ଏବଂ କର୍ମଚାରୀଙ୍କ ଜୀବନ ଜୀବିକାକୁ ବିପର୍ଣ୍ଣ କରି ମାସ ମାସ ଧରି ଦରମା ନଦେବା ଉପରେ ପଦକ୍ଷେପ ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏହାର ରିପୋର୍ଟ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ଯାଜପୁର ଏସ୍ପିଙ୍କୁ ମଗାଯାଇଛି । ଜାତୀୟ ସମ୍ପତି ନୀଳାଚଳ ଇସ୍ପାତକୁ ବନ୍ଦ କରି ବେଆଇନ ଭାବେ ବିକ୍ରି କରିବା ଏବଂ ଦରମା ନପାଇ ଅଭାବ ଓ ହତାଶରେ ନିରୀହ କର୍ମଚାରୀଙ୍କ ଆତ୍ମହତ୍ୟା ,ଅନାହାର ମୃତ୍ୟୁ ରୋକିବା ପାଇଁ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ତରଫରୁ ଆବାହକ ରଞ୍ଜନ କୁମାର ନାୟକ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking