ଭୁବନେଶ୍ୱର: ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଗତ ୨୪ ଘଣ୍ଟା ମଧ୍ୟରେ ୨୩୧ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ କ୍ୱାରେନଟାଇନରୁ ୧୩୩ ଜଣ ଓ ୯୮ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡ଼ରୁ ସର୍ବାଧିକ ୩୨ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୦୯୨୧ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୨୭୧ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଛନ୍ତି ୩୨୬୭୭୮ ଜଣ । ତେବେ ୨୨୦୩ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ତରଫରୁ ସୂଚନା ମିଳିଛି ।
Covid-19 Report For 5th January, 2021
New Positive Cases: 231
In quarantine: 133
Local contacts: 98(Details of local contacts will be shared by concerned District Administration)
District Wise Cases:
1. Angul: 21
2. Balasore: 8
3. Bargarh: 25
4. Bhadrak: 5
5. Balangir: 11— I & PR Department, Odisha (@IPR_Odisha) January 6, 2021
6. Boudh: 1
7. Cuttack: 11
8. Deogarh: 2
9. Dhenkanal: 2
10. Gajapati: 3
11. Ganjam: 4
12. Jagatsinghpur: 2
13. Jajpur: 12
14. Jharsuguda: 15
15. Kalahandi: 1
16. Kendrapada: 10
17. Keonjhar: 9
18. Khurda: 11
19. Koraput: 3
20. Mayurbhanj: 8
21. Nawarangpur: 2
22. Nayagarh: 2— I & PR Department, Odisha (@IPR_Odisha) January 6, 2021
23. Nuapada: 1
24. Puri: 10
25. Rayagada: 1
26. Sambalpur: 14
27. Sonepur: 2
28. Sundargarh: 32
29. State Pool: 3New recoveries: 271
Cumulative tested: 7065078
Positive: 330921
Recovered: 326778
Active cases: 2203— I & PR Department, Odisha (@IPR_Odisha) January 6, 2021