40.1 C
Bhubaneswar
Tuesday, April 30, 2024
Homeଓଡିଶାଟିଉସନ୍ ସାରି ଫେରିବା ବାଟରେ ଟ୍ରକ ପଛରେ ପିଟି ହେଲା ସ୍କୁଟି,ଜଣେ ମୃତ

ଟିଉସନ୍ ସାରି ଫେରିବା ବାଟରେ ଟ୍ରକ ପଛରେ ପିଟି ହେଲା ସ୍କୁଟି,ଜଣେ ମୃତ

ଯାଜପୁର: ଟ୍ରକ ପଛପଟୁ ପିଟିଲା ସ୍କୁଟି । ଘଟଣା ସ୍ଥଳରେ ଜଣେ ମୃତ ଅନ୍ୟଜଣେ ଗୁରୁତର ।୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ଦୁଇ ଭଉଣୀ ସ୍କୁଟି ରେ ଟିଉସନ ଯାଉ ଥିବା ସମୟରେ ରଥିଆ ଛକ ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହ ପଛପଟୁ ପିଟି ଦେଇ ଥିଲ। । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶିପ୍ରା ବେହେରା ଅନ୍ୟ ଜଣକୁ ଆହତ ଆହତ ଅବସ୍ଥାରେ ଧର୍ମଶାଳା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ଦୁଇ ଭଉଣୀ ସ୍ଥାନୀୟ ନେଉଳପୁର ଅଞ୍ଚଳର ବୋଲି ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking