41.1 C
Bhubaneswar
Tuesday, April 30, 2024
Homeବ୍ରେକୀଙ୍ଗ୮ଟି ସ୍ଥାନରେ ସିବିଆଇ ରେଡ

୮ଟି ସ୍ଥାନରେ ସିବିଆଇ ରେଡ

ଭୁବନେଶ୍ୱର: ସି-ସୋର ଚିଟଫଣ୍ଡ ଲିଙ୍କରେ ସିବିଆଇ ପକ୍ଷରୁ ଆଜି ୮ଟି ସ୍ଥାନରେ ରେଡ କରାଯାଇଛି । ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ରେଡ ହୋଇଥିବା ସୂଚନା ରହିଛି । ତତ୍କାଳୀନ ପର୍ଯ୍ୟଟକ ନିର୍ଦ୍ଦେଶକ ରବି ନାରାୟଣ ନନ୍ଦଙ୍କ ଘରେ ସିବିଆଇ ରେଡ କରିଛି । ଆଭେନ୍ୟୁ ଆସୋସିଏଟ ପ୍ରା.ଲି.ଏମଡି ବିଷ୍ଣୁ ମିଶ୍ରଙ୍କ ଘରେ ବି ରେଡ କରାଯାଇଛି । ସ୍ୱାଗତିକା ଇନଫ୍ରା ଲି. ଏମଡି ପ୍ରଶାନ୍ତ ପଟ୍ଟନାୟକଙ୍କ ଘରେ ବି ରେଡ କରିଛି ସିବିଆଇ । ସମୁଦାୟ ଉପରେ ୮ଟି ସ୍ଥାନରେ ରେଡ ହୋଇଥିବା ନେଇ ସିବିଆଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking