16.1 C
Bhubaneswar
Saturday, January 11, 2025
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ମାନସିକ ସ୍ତରରେ ଅଶାନ୍ତି ଦେଖା ଦେଇପାରେ । ଅଜଣା ଶତ୍ରୁ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଚାକିରୀ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମନୀତ ହେବେ ।
ବୃଷ : ଚଂଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରୀ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ ।
ମିଥୁନ : ଆୟ ବୃଦ୍ଧି ପାଇଁ ଯେ।।ଜନା ପ୍ରସ୍ତୁତ କରିବେ । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ଜଣେ ଉତ୍ତମ ବ୍ୟକ୍ତି ଭାବେ ସମାଜରେ ପ୍ରତିଷ୍ଠା ଲାଭ କରିବେ ।
କର୍କଟ : ବନ୍ଧୁ ମିଳନ ଆନନ୍ଦଦାୟକ ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି ।ମଧୁର ଭାଷୀ ହେବେ । ଥଣ୍ଡା , କଫଜନିତ ପୀଡ଼ା ଅନୁଭବ କରିପାରନ୍ତି । ପ୍ରେମୀ ଓ ସାହାସୀ ହେବେ ।
ସିଂହ : ଆଶାବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ପରଦେଶବାସୀ , ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ବିଭିନ୍ନ ଦିଗରୁ ଧନ ପ୍ରାପ୍ତି ହେବ ।
କନ୍ୟା : ବନ୍ଧୁମେଳରେ ଆନନ୍ଦ ଅନୁଭବ କରିବେ । ଚନ୍ଦ୍ରଭୋଗ ହେଉଥିବା ହେତୁ ରୁଚିକର ଭୋଜନ କରିବେ । ଏ÷ଶ୍ଚର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲି ମକଦ୍ଦମାରେ ବିଜୟୀ ହେବେ ।
ତୁଳା :ଅଳ୍ପକେ ରକ୍ଷା ପାଇଯିବେ । ଋଣଗ୍ରସ୍ତ ହୋଇପାରନ୍ତି । ଥଣ୍ଡା ,କଫ ଜନିତ ରୋଗରେ ପିଡ଼ୀତ ହେବେ । ଚଞ୍ଚଳ ସ୍ୱଭାବରେ ହେବେ । ଲୋକପ୍ରିୟ ହେବେ । ମଧୁରଭାଷା କହି ଶତ୍ରୁକୁ ବଶ କରିପାରନ୍ତି । ରାଜଯୋଗ ଅଛି ।
ବିଛା : ସମ୍ମାନୀତ ହେବେ । ପରିବାରରେ ସଂପର୍କ ସୁରୁଖୁରୁରେ ଚାଲିବ ।ଆୟ ଆଶାନୁରୁପ ହେବ ।ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦୟାଳୁ ସ୍ୱଭାବର ହେବେ ।
ଧନୁ : ତୀର୍ଥ ଭ୍ରମଣ ଯୋଗ ଅଛି । କର୍ମଚଂଚଳ ହେବେ । କୂଳ ଉଜ୍ଜଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦୟାଳୁ ସ୍ୱଭାବର ହେବେ ।
ମକର : ସ୍ୱାସ୍ଥ୍ୟ ଭଲ ରହିବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି । ସୁଖ ସମୃଦ୍ଧି ଯୁକ୍ତ ଜୀବନଯାପନ କରିବେ । ଧର୍ମ ପରାୟଣ , ବିଦ୍ୱାନ ଓ ସାହାସୀ ହେବେ ।
କୁମ୍ଭ : ତୀର୍ଥ ଭ୍ରମଣ ଯୋଗ ଅଛି ।ଶାରୀରିକ ପୀଡ଼ା ଅନୁଭବ କରିବେ । ସ୍ୱାଭୀମାନୀ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଚନ୍ଦ୍ରଭୋଗ ହେତୁ ଯାନବାହାନ ଚଳାଚଳ ଓ ଉଚ୍ଚ ସ୍ଥାନ ଆରୋହଣ କରିପାରନ୍ତି ।
ମୀନ : ଅଭାବରୁ ମୁକ୍ତି ମିଳିବ । ବନ୍ଧୁ ସୁଖ ମିଳିପାରେ । ବ୍ୟବସାୟ ଲାଭଜନକ ହେବ । ସମାଜସେବା ପ୍ରତି ଆଗ୍ରହୀ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking