26.1 C
Bhubaneswar
Friday, March 29, 2024
Homeଓଡିଶାପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ଯାଜପୁର: ବ୍ୟାସନଗର ର ୱାର୍ଡନଂ ୨୬ ଖଣ୍ଡାହାତା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉପରସାହି ଓ ତଳସାହି ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ଲାଗିବା ଖବର ପାଇ ଉତେଜନା ଲାଗିରହିଥିବା ସ୍ଥଳରେ ପୋଲିସ ପହଞ୍ଚି ଗଣ୍ଡଗୋଳ କୁ ସମାଧାନ କରିବା ବେଳେ କିଛି ଖଳ ପ୍ରକୃତିର ଉତେକ୍ତ ଲୋକ ପୋଲିସ ଗାଡିକୁ ପଥର ମାରି ଭାଙ୍ଗି ଦେଲେ ଏହି ସମୟରେ ପୋଲିସ ର ଆଉ ଗୋଟିଏ ଭ୍ୟାନ ପହଞ୍ଚି ଗଣ୍ଡଗୋଳ କରୁଥୁବା ଉଭୟ ପକ୍ଷରୁ ଦୁଇଜଣ ଙ୍କୁ ପୋଲିସ ଧରି ଯାଜପୁର ରୋଡ଼ ମେଡ଼ିକାଲ ଆଣି ଚିକିତ୍ସା କରିବା ପରେ ଉଭୟ ଙ୍କୁ ଯାଜପୁର ରୋଡ଼ ଥାନାରେ ନେଇ ଅଟକ ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking