33.1 C
Bhubaneswar
Sunday, April 28, 2024
Homeକରୋନାକରୋନାରେ ‘ଷ୍ଟାର ୱାର୍ସ’ ଅଭିନେତା ଆଣ୍ଡ୍ର‌୍ୟୁ ଜ୍ୟାକଙ୍କ ମୃତ୍ୟୁ

କରୋନାରେ ‘ଷ୍ଟାର ୱାର୍ସ’ ଅଭିନେତା ଆଣ୍ଡ୍ର‌୍ୟୁ ଜ୍ୟାକଙ୍କ ମୃତ୍ୟୁ

ସିଡ୍‌ନୀ : ଲୋକପ୍ରିୟ ହଲିଉଡ୍ ଚଳଚ୍ଚିତ୍ର ‘ଷ୍ଟାର ୱାର୍ସ’ ଅଭିନେତା ଆଣ୍ଡ୍ର‌୍ୟୁ ଜ୍ୟାକ୍ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ତାଙ୍କୁ ୭୬ ବର୍ଷ ହୋଇଥିଲା। ତାଙ୍କ ଏଜେଣ୍ଟ ଜିଲ ମ୍ୟାକକଲୋଙ୍କ ପକ୍ଷରୁ ବୁଧବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଆଣ୍ଡ୍ର‌୍ୟୁ ଏହି ଚଳଚ୍ଚିତ୍ରରେ ଜେନେରାଲ ଏମାଟଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ କରୋନାରେ ଆକ୍ରାନ୍ତ ହେବା ପରେ ବ୍ରିଟେନର ସୁରେସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ଆଣ୍ଡ୍ର‌୍ୟୁ ସ୍ବାଧୀନ ଚିନ୍ତାଧାରାର ବ୍ୟକ୍ତି ଥିଲେ ଏବଂ ସେ ତାଙ୍କ ପତ୍ନୀଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ମୃତ୍ୟୁ ବେଳକୁ ସେ ତାଙ୍କ ପତ୍ନୀଙ୍କୁ ଦେଖିପାରି ନ ଥିଲେ। କାରଣ ତାଙ୍କ ପତ୍ନୀ ଅଷ୍ଟ୍ରେଲିଆରେ କ୍ବାରେଣ୍ଟାଇନରେ ରହିଛନ୍ତି।
https://onakhabar.com/2020/03/30/joe-diffi-died-in-usa-affecting-corona-virus/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking