କଳାହାଣ୍ଡି: ମୋ ସରକାର କାର୍ଯ୍ୟକାରୀ ପରେ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ପ୍ରଥମ ସଫଳତା | ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ରକ୍ତ ଦଲାଲି କରୁଥିବା ଅଭିଯୋଗରେ ତିନି ଅଭିଯୁକ୍ତ ଗିରଫ | ରକ୍ତ ଦଲାଲି କରୁଥିବା ଦଲାଲ୍ , ରକ୍ତ ଭଣ୍ଡାର ଦୁଇ ଲବ୍ ଟେକ୍ ନିଶିଆନ କର୍ମଚାରୀ ସମେତ, 500ଟଙ୍କା ନେଇ ରକ୍ତ ଦେଇଥିବା ସ୍ଥାନୀୟ ଦୁଇ ରକ୍ତ ଦାତା ଓ 3 ଦଲାଲ୍ ପୋଲିସ ଦ୍ବାରା ଗିରଫ କଳାହାଣ୍ଡି | sp ବା ତୁଳା ଗଙ୍ଗାଧର ଙ୍କ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ସମୁଦାୟ 7 ଗିରଫ ହୋଇଛନ୍ତି ଜଣେ ଅସହାୟ ବୃଦ୍ଧା 3000 ଟଙ୍କା ଦେଇ ରକ୍ତ କିଣି ଥିବା ଅଭିଯୋଗ କୁ ନେଇ ଜିଲ୍ଲାପାଳ ଅଚାନକ ଧର୍ମଗଡ଼ ମେଡିକାଲ୍ ପରିଦର୍ଶନ କରିଥିଲେ ପରେ ଆଜି sp ପ୍ରେସ meet ରେ ସୂଚନା ଦେଇ କହିଛନ୍ତି l
ଅନ୍ୟପଟରେ ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦରା ଭିଜିଲାନ୍ସ ଜାଲରେ, 1 ଲକ୍ଷ 10 ହଜାର ଟଙ୍କା ନେଇ ଅଫିସ୍ ରୁ ନିଜ ଭଡା ଘର ହିଲ୍ ଟାଉନ କୁ ଯାଉଥିବା ବେଳେ ଭିଜିଲାନ୍ସ ରେଡ୍, ଅଟକ ରଖି ପଚରା ଉଚରା ଜାରି । ଆଜି ଅପରାହ୍ନରେ ଭିଜିଲାନ୍ସ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦରା ମୋଟା ଅଙ୍କ ର ଟଙ୍କା ନେଇ ଅଫିସ୍ ଗାଡିରେ ନିଜ ବାସଭବନକୁ ଯାଉଥିବା ବେଳେ ହିଲ୍ ଟାଉନ୍ ନିକଟରେ ଗାଡି ଅଟକାଇ ଥିଲେ ଗାଡିରୁ 1 ଲକ୍ଷ 10 ଟଙ୍କା କାହାର ବୋଲି ପ୍ରଶ୍ନ କରିବାରୁ ଯୋଗାଣ ଅଧିକାରୀ ଉତ୍ତର ଦେଇପାରିବାରୁ ଭିଜିଲାନ୍ସ ଅଫିସ୍ କୁ ଆଣି ଅଟକ ରଖି ଅଧିକ ତଦନ୍ତ କରୁଥିବା ଭିଜିଲାନ୍ସ DSP ସତ୍ୟବାନ ମହାନନ୍ଦ ପ୍ରକାଶ କରିଛନ୍ତି।