26.1 C
Bhubaneswar
Tuesday, October 22, 2024
Homeଓଡିଶାସ୍କୁଲକୁ ଅନଲାଇନରେ ଦିଆଯିବ ନବମ ଶ୍ରେଣୀର ପ୍ରଶ୍ନପତ୍ର

ସ୍କୁଲକୁ ଅନଲାଇନରେ ଦିଆଯିବ ନବମ ଶ୍ରେଣୀର ପ୍ରଶ୍ନପତ୍ର

କଟକ: ଆଜି ମାଟ୍ରିକ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୪ରେ ପରୀକ୍ଷା ଶେଷ ହେବ। ଏହି ସମୟରେ ନବମ ପରୀକ୍ଷାକୁ ନେଇ ମଧ୍ୟ ସୂଚନା ଦିଆଯାଇଛି। ୬ମାର୍ଚ୍ଚରୁ ନବମ ପରୀକ୍ଷା ଆରମ୍ଭ ହେବ । ୬ମାର୍ଚ୍ଚରୁ ୧୫ମାର୍ଚ୍ଚ ଯାଏ ଚାଲିବ ନବମ ପରୀକ୍ଷା । ବର୍ତ୍ତମାନ କେଉଁ ତାରିଖରେ କେଉଁ ବିଷୟ ପରୀକ୍ଷା ହେବ ସେ ନେଇ ସୂଚନା ଦିଆଯାଇ ନାହିଁ। ଚଳିତ ବର୍ଷ ନବମ ପରୀକ୍ଷା ସମ୍ପୂର୍ଣ୍ଣ ରୂପେ ହାଇଟେକ୍ ହେବ । ଏଥରକ ବୋର୍ଡରୁ ଅଫଲାଇନ୍ ପ୍ରଶ୍ନପତ୍ର ସ୍କୁଲକୁ ଦିଆଯିବ ନାହିଁ । ନବମ ଶ୍ରେଣୀ ପ୍ରଶ୍ନ ଅନଲାଇନରେ ଦିଆଯିବ । ୨ଘଣ୍ଟା ପୂର୍ବରୁ ପ୍ରଶ୍ନ ଡାଉନଲୋଡ୍ କରିବେ ସମ୍ପୃକ୍ତ ସ୍କୁଲ । ଡାଉନଲୋଡ ପରେ ପ୍ରଶ୍ନପତ୍ର ପ୍ରିଣ୍ଟ କରି ଛାତ୍ରଛାତ୍ରୀଙ୍କୁ ଦେବେ।

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ସାବତ ବାପା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking