31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶବିଷାକ୍ତ ସମୁଦ୍ରୀ କଇଁଛ ମାଂସ ଖାଇ ୯ ମୃତ

ବିଷାକ୍ତ ସମୁଦ୍ରୀ କଇଁଛ ମାଂସ ଖାଇ ୯ ମୃତ

ନୂଆଦିଲ୍ଲୀ : ଜାଂଜିବର ଦ୍ୱୀପରେ ରହୁଥିବା ଅଧିକାଂଶ ଲୋକ ମାଂସ ଖାଇବାକୁ ଭଲ ପାଇଥାନ୍ତି । ତେବେ ଶନିବାର ରାତିରେ ସେଠାରେ ଲୋକମାନେ କଇଁଛ ମାଂସ ଆଣିଥିଲେ । ଏବଂ ଏହାକୁ ରାନ୍ଧି ଖାଇଥିଲେ । ଫଳରେ ୮ ଜଣ ଲୋକଙ୍କ ସହିତ ଜଣେ ଶିଶୁର ମୃତ୍ୟୁ ହୋଇଛି । ଏବଂ ଏହାକୁ ଖାଇ ୭୮ ଜଣ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ତେବେ କୁହାଯାଏ କି ସମୁଦ୍ରୀ କଇଁଛ ମାଂସ ସବୁଠାରୁ ଅଧିକ ବିଷାକ୍ତ ହୋଇଥାଏ । ଏହାକୁ ଖାଇବା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ । ତେଣୁ ଏହାକୁ ଖାଇବାକୁ ବାରଣ କରାଯାଏ । କିନ୍ତୁ ଲୋକମାନେ ନମାନି ଏହି ମାଂସକୁ ଖାଇଛନ୍ତି । ଆଉ ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking