18.1 C
Bhubaneswar
Monday, November 25, 2024
Homeଓଡିଶା୧୦ ବର୍ଷରେ ୭୮୪ ହାତୀ ମୃତ

୧୦ ବର୍ଷରେ ୭୮୪ ହାତୀ ମୃତ

ଭୁବନେଶ୍ୱର: ହାତୀ ମୃତ୍ୟୁ ଓ ହାତୀ ଦ୍ୱାରା ମଣିଷ ମୃତ୍ୟୁ ନେଇ ଜଙ୍ଗଲ ମନ୍ତ୍ରୀଙ୍କ ଉତ୍ତର । ୨୦୧୨ରୁ ୨୦୨୨ ମଧ୍ୟରେ ହାତୀ ମୃତ୍ୟୁ ନେଇ ତଥ୍ୟ ରଖିଲେ ମନ୍ତ୍ରୀ । ୧୦ ବର୍ଷରେ ୭୮୪ ହାତୀ ମରିଥିବା ବେଳେ ୯୨୪ଜଣ ମଣିଷକୁ ମାରିଛି ହାତୀ । ୨୦୨୧ରେ ୮୨,୨୦୧୩ରେ ୭୦,୨୦୧୪ରେ ୫୪,୨୦୧୫ରେ ୮୬, ୨୦୧୬ରେ୭୬,୨୦୧୭ରେ ୭୮,୨୦୧୮ରେ୯୩,୨୦୧୯ରେ ୮୨, ୨୦୨୦-୨୧ରେ ୭୭ ଏବଂ ୨୦୨୨-୨୩ରେ ୮୬ଟି ହାତୀଙ୍କ ମୃତ୍ୟୁ ଘଟିଛି । ସେଇଭଳି୨୦୧୨ରେ୮୦,୧୩ରେ୬୭,୧୪ରେ୬୫,୧୫ରେ୮୯,୧୬ରେ୬୬,୧୭ରେ୧୦୫,୧୮ରେ୮୫,୧୯ରେ୧୧୭,୨୦-୨୧ରେ୧୩୯ ଏବଂ ୨୧-୨୨ରେ ୧୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯୭୬ଟି ହାତୀ ଥିବା କହିଛନ୍ତି ମନ୍ତ୍ରୀ ।

ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ଏସ୍‌ଏଚଜି : ପ୍ରଦୀପ ଅମାତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking