Homeଅପରାଧଧରାପଡିଲେ ୭୮ ବାଂଲାଦେଶୀ ଅପରାଧଓଡିଶା ଧରାପଡିଲେ ୭୮ ବାଂଲାଦେଶୀ By Ona Khabara 10/12/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: ପାରାଦୀପରୁ ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ଼ । ୨ ଟି ବଡ ଟ୍ରଲର ସହ ଧରାପଡ଼ିଲେ ବାଂଲାଦେଶୀ । ସମସ୍ତଙ୍କୁ ଧରି ପାରାଦୀପ ଆଣୁଛି ଭାରତୀୟ କୋଷ୍ଟଗାର୍ଡ । ଜାହାଜ ଅମୋଘ ରେ ପାରାଦୀପ ଅଣାଯାଉଛି । ସନ୍ଧ୍ୟାସୁଦ୍ଧା ପାରାଦୀପରେ ପହଞ୍ଚିବା ସମ୍ଭାବନା । Share FacebookTwitterPinterestWhatsAppLinkedinReddItTelegram Previous articleଡ୍ରେନ ମୃତ୍ୟୁ: ଓଏଚଆରସିରେ ମାମଲାNext articleମହିଳାଙ୍କୁ ମଝି ଦରିଆରେ ଛାଡ଼ିଦେଲେ: ଟଙ୍କଧର Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ଦିଲ୍ଲୀ ର ଫର୍ଣ୍ଣିଚର ମାର୍କେଟରେ ଅଗ୍ନିକାଣ୍ଡ: ୩୦୦ ଦୋକାନ ପୋଡ଼ି ପାଉଁଶ ଦେଶ ବିଦେଶ ଭୋଟର ତାଲିକାରେ ନାଁ ନଥିଲେ କରାଯିବ ଦେଶାନ୍ତର ଦେଶ ବିଦେଶ ପ୍ରଥମ ପର୍ଯ୍ୟାୟ ସମାରୋହରେ ପଦ୍ମ ପୁରସ୍କାର ୨୦୨୬ ପ୍ରଦାନ କଲେ ରାଷ୍ଟ୍ରପତି ଓଡିଶା ଦଳ ପାଇଁ କିଛି କ୍ଷତି ହେବନି: ପ୍ରମିଳା