ଦଶପଲ୍ଲା : ଶାଳିଆ ଡ୍ୟାମ୍ ନିକଟରୁ ୭ ଲକ୍ଷ ଟଙ୍କା ଲୁଟ୍ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ଦଶପଲ୍ଲାରୁ ଗିରଫ କଲା ପୋଲିସ । ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୫ ମୋବାଇଲ ମଧ୍ୟ ଜବତ । ନିଜର ଜଣେ କିନ୍ନର ସାଙ୍ଗ ଘରେ ଲୁଟି ଥିବା ବେଳେ ଧରିଲା ପୋଲିସ । ଜଣେ ଫ୍ଧବନାନ୍ସ କର୍ମଚାରୀଙ୍କୁଠାରୁ ୭ ଲକ୍ଷ ଲୁଟି ଫେରାର ଥିଲା ।