ଭୁବନେଶ୍ୱର: ବର୍ଷକରେ ବିଦେଶ ଯାଇଛନ୍ତି ୫୪୩୧ ଶ୍ରମିକ । ବର୍ଷକରେ ରାଜ୍ୟରୁ ବିଦେଶ ଯାଇଛନ୍ତି ୫୪୩୧ ଶ୍ରମିକ । ବାହାରିନ , ଇରାନ , କୁଏତ , ମାଲେସିଆ ଯାଇଛନ୍ତି ଶ୍ରମିକ । ୟୁଏଇକୁ ୨୩୮୫, ସାଉଦି ଯାଇଛନ୍ତି ୧୧୯୩ ଶ୍ରମିକ । ଗଞ୍ଜାମରୁ ସର୍ୱାଧିକ ୧୭୫୯ ଶ୍ରମିକ ବିଦେଶ ଯାଇଛନ୍ତି । ଖୋଦ୍ଧାରୁ ୧୧୮୩ ଶ୍ରମିକ ବିଦେଶ ଯାଇଛନ୍ତି । ଏନେଇ ବିଧାନସଭାରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି ।