23.1 C
Bhubaneswar
Wednesday, January 15, 2025
Homeଓଡିଶା୫୩ ଲକ୍ଷର ଆକାଉଣ୍ଟ ଫ୍ରିଜ୍‌

୫୩ ଲକ୍ଷର ଆକାଉଣ୍ଟ ଫ୍ରିଜ୍‌

ଭୁବନେଶ୍ୱର: ଜମାକାରୀଙ୍କଠାରୁ ଠକେଇ ଅଭିଯୋଗରେ ୫୩ ଲକ୍ଷର ଆକାଉଣ୍ଟ ଫ୍ରିଜ୍ । ୭ଟି ଆକାଉଣ୍ଟରେ ଥିବା ୫୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଫ୍ରିଜ୍ କଲା ଇଓଡବ୍ଲୁ । କ୍ଲାଉଟ-ଫଟ ଆପ୍ ଖୋଲି ଅଧିକ ରିଟର୍ଣ୍ଣ ମୋହ ଦେଖାଇ ଠକୁଥିଲେ । ଦେଶରେ ୮୦ହଜାର ଓ ଓଡିଶାରେ ୨୦୦ ଜମାକାରୀଙ୍କୁ ଠକେଇ ହୋଇଛି । ପୂର୍ବରୁ ଏହି ଠକେଇ ମାମଲାରେ ଅଭିଯୁକ୍ତକୁ ଗିରଫ କରିଥିଲା ଇଓଡବ୍ଲୁ ।

ପ୍ରତି ପଞ୍ଚାୟତକୁ ଗଡିବ ମୋ ବସ୍ : ଊଷା ପାଢ଼ୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking