25.8 C
Bhubaneswar
Saturday, July 27, 2024
Homeଓଡିଶାଝାଡାବାନ୍ତିରେ ୫୦ ଆକ୍ରାନ୍ତ

ଝାଡାବାନ୍ତିରେ ୫୦ ଆକ୍ରାନ୍ତ

ଯାଜପୁର : ଝାଡାବାନ୍ତିରେ ୫୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । କୋରେଇ ବ୍ଲକ୍ ରାଧାନଗରପାଟଣା ଗାଁରେ ଝାଡାବାନ୍ତିିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଯାଜପୁର ରୋଡ , ଜିଲ୍ଲା ହସ୍ପିଟାଲ , କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍ ।

 

ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking