32.1 C
Bhubaneswar
Saturday, September 21, 2024
Homeଓଡିଶା୫-ଟି ସଚିବଙ୍କୁ ଅଣ୍ଡା ଓ କାଳି ମାଡ଼ ହେବା ଆବଶକ୍ୟ : ସାଲୁଜା

୫-ଟି ସଚିବଙ୍କୁ ଅଣ୍ଡା ଓ କାଳି ମାଡ଼ ହେବା ଆବଶକ୍ୟ : ସାଲୁଜା

ବ୍ୟୁରୋ : ୫-ଟି ସଚିବଙ୍କୁ ଅଣ୍ଡା ଓ କାଳି ମାଡ ହେବ କହିଲେ ସାଲୁଜା | ପ୍ରେସମିଟରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଚେତାବନୀ | ପ୍ରଦୀପ ପାଣିଗ୍ରାହୀ ଙ୍କୁ ଅଣ୍ଡା ମାଡ଼ ହେଲା, କାହାରିକୁ ଗିରଫ କରାଗଲାନି | ସରକାରୀ ଅଫିସରଙ୍କ ପାଇଁ ଆଇନ ଅଲଗା ହୋଇଯାଉଛି କହିଲେ ସାଲୁଜା |ପାଣ୍ଡିଆନଙ୍କୁ ସବୁ ଜାଗାରେ ଅଣ୍ଡା ଓ କାଳି ମାଡ ହେବା ଆବଶକ୍ୟ| ପାଣ୍ଡିଆନ ଙ୍କୁ ସବୁଠି କଂଗ୍ରେସ ଅଣ୍ଡା ଓ କାଳି ମାଡ଼ କରିବ ବୋଲି କହିଲେ ସାଲୁଜା |

୫ଟି ସ୍କୁଲ ରୂପାନ୍ତର ଏକ ପ୍ରହସନ – ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking