29.1 C
Bhubaneswar
Saturday, July 27, 2024
Homeଓଡିଶାନିର୍ମାଣଧୀନ କଲଭର୍ଟ ଭୁଷୁଡ଼ି ୫ମୃତ

ନିର୍ମାଣଧୀନ କଲଭର୍ଟ ଭୁଷୁଡ଼ି ୫ମୃତ

ରାୟଗଡ଼ା: ନିର୍ମାଣଧୀନ କଲଭର୍ଟ ଭୁଷୁଡ଼ି ୫ ଜଣଙ୍କ ମୃତ୍ୟୁ । ୪ ଶିଶୁଙ୍କ ସମେତ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅର୍ନ୍ତଗତ ଉପରସାଜା ନିକଟରେ ଘଟିଛି । ତରେ ଗାଧୋଉ ଥିବା ବେଳେ ଭୁଷୁଡ଼ି ପଡ଼ିଲା ନିର୍ମାଣଧୀନ ବ୍ରିଜ୍ ।
ସୂଚନା ଅନୁଯାୟୀ, ଉପରସାଜା ନିକଟରେ ଏକ କଲଭର୍ଟ ନିର୍ମାଣ ହେଉଥିଲା । ତଳେ ଏହି ୫ ଜଣ ଗାଧୋଉଥିଲେ । ନିର୍ମାଣ ଧିନ କଲର୍ଭଟଟି ଭୁଷୁଡ଼ି ପଡ଼ିଥିଲା । ଯାହା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି । ଏହି କଲଭର୍ଟଟି ଆର୍‌ଡି ବିଭାଗ କରୁଥିଲା ବୋଲି ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ବି ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking