କେନ୍ଦୁଝର: କେନ୍ଦୁଝରରେ ଖାଦ୍ୟ ବିଷକ୍ରିୟାରୁ ୪ ର୍ଥ ଶ୍ରେଣୀରେ ଛାତ୍ରୀ ମୃତ୍ୟୁ ଘଟଣା । ୨୦୧୪ କୁସୁମିତା ଏସ୍ସି ଓ ଏସ୍ଟି ଆବାସିକ ବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲା । ମୃତ ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଧେଶ ଦିଆଯାଇଛି । କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ । ୨ ମାସ ମଧ୍ୟରେ ମୃତକଙ୍କ ପରିବାରକୁ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦିଆଯାଇଛି ।