ଭୁବନେଶ୍ୱର: ରାଉରକେଲା ସହରରେ ବ୍ୟାପୁଛି ଝାଡାବାନ୍ତି । ୨ ଦିନରେ ୩ ମହିଳା ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗତକାଲି ୨ ଓ ଆଜି ୨ ଜଣଙ୍କ ଚିକିତ୍ସାଦୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ୧୦୨ ଜଣ ଆକ୍ରାନ୍ତ ଆରଜିଏଚ୍ରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ଏନେଇ ରାଉରକେଲା ସରକାରୀ ହସ୍ପିଟାଲ ଅଧୀକ୍ଷକଙ୍କ ସୂଚନା ।