30.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଦିନ ୧ଟା ସୁଦ୍ଧା ଦେଶରେ ୩୯.୧୩ ପ୍ରତିଶତ ମତଦାନ

ଦିନ ୧ଟା ସୁଦ୍ଧା ଦେଶରେ ୩୯.୧୩ ପ୍ରତିଶତ ମତଦାନ

ନୂଆଦିଲ୍ଲୀ : ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଅ୍ରପରାହ୍ନ ୧ଟା ସୁଦ୍ଧା ଦେଶରେ ୩୯.୧୩ ପ୍ରତିଶତ ମତଦାନ ହୋଇଛି ।ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ୫୪.୮୦ ପ୍ରତିଶତ ମତଦାନ ହୋଇଥିବା‌ ବେଳେ ହରିୟାଣାରେ ୩୬.୪୮ ପ୍ରତିଶତ ମତଦାନ ହୋଇଛି। ସେହିପରି ଦିଲ୍ଲୀରେ ୩୪.୩୭ ପ୍ରତିଶତ, ଝାଡଖଣ୍ଡରେ ୪୨.୫୪ ପ୍ରତିଶତ, ଜମ୍ମୁ-କଶ୍ମୀରରେ ୩୫.୨୨ ପ୍ରତିଶତ, ଓଡିଶାରେ ୩୫.୬୯ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ଉତ୍ତରପ୍ରଦେଶରେ ୩୭.୨୩ ପ୍ରତିଶତ ଏବଂ ବିହାରରେ ୩୬.୪୮ ପ୍ରତିଶତ ମତଦାନ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking