ଭୁବନେଶ୍ୱର: ତାଳ ଗଛ ଲଗାଇବାକୁ ଜଙ୍ଗଲ ବିଭାଗକୁ ୩୫ କୋଟି ଦେଇଛି ରାଜସ୍ୱ ବିଭାଗ । ୩୫ କୋଟି ଦିଆଯାଇଛି କହିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଓଡିଶାରେ ୧ କୋଟି ୭୧ ଲକ୍ଷ ଜମି ପଟା ଅଛି, ସବୁ ଜମିରେ ଲାଗିବ । ଜମି ମାଲିକଙ୍କୁ ତାଳ ଗଛ ଚାରା ସହ ପଇସା ପ୍ରଦାନ କରିବ ବିଭାଗ । ଫଳରେ ଚାଷ ଜମିରେ ବଜ୍ରପାତରୁ ବର୍ତ୍ତିବେ ଚାଷୀା ସହରାଞ୍ଚଳରେ ବଜ୍ରପାତକୁ ରୋକିବା ପାଇଁ ପ୍ରସ୍ତୁତ ହେବ ବିକଳ୍ପ ବ୍ୟବସ୍ଥା ।










