27.1 C
Bhubaneswar
Wednesday, June 26, 2024
Homeଓଡିଶାଝାଡାବାନ୍ତିରେ ୩୫ ଆକ୍ରାନ୍ତ

ଝାଡାବାନ୍ତିରେ ୩୫ ଆକ୍ରାନ୍ତ

ସୋର: ବିବାହ ଭୋଜି ଖାଇ ୩୫ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା । ବାହାନଗା ବ୍ଲକ ଉପରଆଡିଆ ଗାଁରେ ଏହି ଅଘଟଣା ହୋଇଥିଲା । ଆକ୍ରାନ୍ତଙ୍କ ଭିତରୁ ୩ ଗଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବଂ ଗାଁରେ ମଧ୍ୟ ମେଡିକାଲ ଟିମ୍ ପହଞ୍ଚିଥିବା ସୂଚନା ।

ଶିଶୁକନ୍ୟା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking