27.1 C
Bhubaneswar
Sunday, July 13, 2025
Homeଅପରାଧଏଟିଏମ କାଟି ଲୁଟି ନେଲେ ୩୨ ଲକ୍ଷ

ଏଟିଏମ କାଟି ଲୁଟି ନେଲେ ୩୨ ଲକ୍ଷ

ବାଲେଶ୍ୱର : ବାଲେଶ୍ୱରରେ ଏଟିଏମ କାଟି ପ୍ରାୟ ୩୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଶନିବାର ଅଭିଯୋଗ ହୋଇଛି। ଏସବିଆଇ ଏଟିଏମକୁ ଗ୍ୟାସ କଟରରେ କାଟି ଏହି ବଡ ଧରଣର ଲୁଟ୍‍ କରିଛନ୍ତି ଦୁର୍ବୃତ୍ତମାନେ। ସଦର ଥାନା ହଳଦିପଦା ଫାଣ୍ଡି ପଦ୍ମପୁର ହାଟରେ ଥିବା ଏଟିଏମରୁ ଏହି ଲୁଟ ହୋଇଛି। ଲୁଟେରାମାନେ ୩୨ ଲକ୍ଷରୁ ଅଧିକ ଟଙ୍କା ଲୁଟ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏଟିଏମରେ ଥିବା ସିସିଟିଭିରେ କଏଦ ହୋଇଥିବା ୩ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking