28.1 C
Bhubaneswar
Friday, June 13, 2025
Homeଓଡିଶାବିଧାନସଭା ଜଗିବେ ୩୦ ପ୍ଲାଟୁନ ଫୋର୍ସ

ବିଧାନସଭା ଜଗିବେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଜାରି । ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହେବ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ୬ ଜଣ ଅତିରିକ୍ତ ଡିସିପି, ୧୯ ଏସିପି ସହ ସିସିଟିଭି ନଜରରେ ରହିବ ବିଧାନସଭା । ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଲେ ଡିଜିପି ସୁନୀଲ ବଂଶଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking