33.1 C
Bhubaneswar
Monday, May 20, 2024
Homeଓଡିଶାପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ସଫା

ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ସଫା

ମାଲକାନଗିରି: ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ସଫା । ଛତିଶଗଡ ବିଜାପୁର ବେଲମୁଟା ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ସୂଚନା ରହିଛି । ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ସହ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ସହ ବନ୍ଧୁକ ଜବତ କଲା ପୋଲିସ । ଡିଆରଜି ଓ ସିଆରପିଏଫ ମିଳିତ ଅଫରେସନ ବେଳେ ସଫଳତା ହୋଇଥବା ସୂଚନା ରହିଛି ।

ଡାକ୍ତର ଭୁବନ ମହାରଣା ଗୁରୁତର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking