36.1 C
Bhubaneswar
Sunday, May 19, 2024
Homeଓଡିଶାପାଣିରେ ବୁଡ଼ି ୩ ମୃତ

ପାଣିରେ ବୁଡ଼ି ୩ ମୃତ

ଭୁବନେଶ୍ୱର: ପୋଖରୀ ଘାଟରେ ଛକି ବସି ଥିଲା ମୃତ୍ୟୁ । ଅକାଳରେ ନେଇଗଲା ତିନି ଜୀବନ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି। ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି଼ଯାଇ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସଦର ଥାନା ଓଡ଼ଙ୍ଗୀ ଗାଁରେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଅଘଟଣ ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । ତେବେ, ଏ-ହି ଘଟଣାକୁ ନେଇ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ।

ଦେଶରେ କମୁଛି ବାଘ ସଂଖ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking