26.1 C
Bhubaneswar
Saturday, July 4, 2026
Homeଓଡିଶାଗଞ୍ଜାମରେ ୩ ଦିନ ସ୍କୁଲ ଛୁଟି

ଗଞ୍ଜାମରେ ୩ ଦିନ ସ୍କୁଲ ଛୁଟି

ଗଞ୍ଜାମ : ଗଞ୍ଜାମ ଜିଲାରେ ସବୁ ସ୍କୁଲ ଛୁଟି ନେଇ ସୋମବାର ଘୋଷଣା କରାଯାଇଛି। ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ପ୍ରଶାସନ ଛୁଟି ଘୋଷଣା କରିଛି। ୨୧, ୨୨ ଓ ୨୩ ତାରିଖରେ ସବୁ ସ୍କୁଲ ଛୁଟି ରହିବ। ଶିଶୁ ବାଟିକା ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଛୁଟି ଘୋଷଣା ହୋଇଛି। ପଞ୍ଚମ, ଅଷ୍ଟମ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ। ଅନ୍ୟାନ୍ୟ ବୋର୍ଡ ଦ୍ୱାରା ହେବାକୁ ଥିବା ପରୀକ୍ଷା ମଧ୍ୟ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking