25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଜୁଲାଇ ପହିଲାରୁ ୩ ଫୌଜଦାରୀ ଆଇନ ଲାଗୁ

ଜୁଲାଇ ପହିଲାରୁ ୩ ଫୌଜଦାରୀ ଆଇନ ଲାଗୁ

 ବ୍ୟୁରୋ : ଜୁଲାଇ ୧ ତାରଖରୁ ଲାଗୁ ହେବ ୩ ନୂଆ ଫୌଜଦାରୀ ଆଇନ । ଭାରତୀୟ ନ୍ୟାୟ ସଂହିତା , ଭାରତୀୟ ନାଗରିକ ସୁରକ୍ଷା ସଂହିତା ଲାଗୁ ହେବ । ଭାରତୀୟ ସାକ୍ଷ୍ୟ ଅଧିନିୟମ ମଧ୍ୟ ଲାଗୁ କରାଯିବାକୁ ନିଷ୍ପତି ହୋଇଛି । ନୂଆ ଆଇନ ଲାଗୁ ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମାର୍ଚ୍ଚ ୨ ୟ ସପ୍ତାହରେ ନିର୍ବାଚନ ଘୋଷଣା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking