30.1 C
Bhubaneswar
Tuesday, May 6, 2025
Homeଓଡିଶାକାର୍‌‌ ଧକ୍କାରେ ୩ ବାଇକ ଆରୋହୀ ମୃତ

କାର୍‌‌ ଧକ୍କାରେ ୩ ବାଇକ ଆରୋହୀ ମୃତ

ନୟାଗଡ : ଦଶପଲ୍ଲାରେ କାର୍‌‌ ଧକ୍କାରେ ୩ ବାଇକ ଆରୋହୀଙ୍କ ଶନିବାର ମୃତ୍ୟୁ ଘଟିଛି। ଦଶପଲ୍ଲା ଥାନା ସୁବଳୟା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୩ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking