37.1 C
Bhubaneswar
Thursday, March 28, 2024
Homeକମନୱେଲଥ ଗେମ୍ସବକ୍ସିଂରେ ଭାରତକୁ ୨ୟ ସ୍ୱର୍ଣ୍ଣ

ବକ୍ସିଂରେ ଭାରତକୁ ୨ୟ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ ର ଦଶମ ଦିନରେ ବକ୍ସିଂରେ ଭାରତର ଆଉ ଦୁଇ ସ୍ୱର୍ଣ୍ଣ ପଦକ ହାସଲ ।  ୪୮ କେଜି ବର୍ଗ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଅମିତ ପଙ୍ଗଲ । ସେହିପରି ୪୫-୪୮ କେଜି ବର୍ଗରେ ଭାରତୀୟ ବକ୍ସର ନିତୁ ଗଂଘାସଙ୍କ ମହିଳା ବକ୍ସିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ବକ୍ସିଂରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking